ନିଜାମଙ୍କ ୧୨ କିଲୋ ଓଜନ ସ୍ବର୍ଣ୍ଣମୁଦ୍ରାର ସନ୍ଧାନ ଆରମ୍ଭ କଲା ଭାରତ

ହାଇଦ୍ରାବାଦ: ପ୍ରାୟ ୪ ଦଶନ୍ଧିର ନିଷ୍ଫଳ ପ୍ରୟାସ ପରେ ଭାରତ ପୁଣି ଥରେ ନିଜାମଙ୍କ ଗୁପ୍ତଧନ ତଥା ବିଶ୍ବର ବୃହତ୍ତମ ସ୍ବର୍ଣ୍ଣମୁଦ୍ରାର (୧୨ କିଲୋ ଓଜନ) ସନ୍ଧାନ ଆରମ୍ଭ କରିଛି। ଏହି ଅମୂଲ୍ୟ ସମ୍ପଦ ପାଇଁ କେନ୍ଦ୍ର ସରକାର ପୁନଃ ଅନ୍ବେଷଣ ଆରମ୍ଭ କରିଛନ୍ତି। ଅନେକ ବର୍ଷ ତଳେ ଉକ୍ତ ଅସର୍ପି ବା ସ୍ବର୍ଣ୍ଣମୁଦ୍ରା ହାଇଦ୍ରାବାଦର ନାମମାତ୍ର ଅଷ୍ଟମ ନିଜାମ ମୁକ୍କାରାମ୍‌ ଝା’ଙ୍କ ପାଖରେ ଥିଲା। ସେ ଏହାକୁ ସୁଇସ୍‌ … Continue reading ନିଜାମଙ୍କ ୧୨ କିଲୋ ଓଜନ ସ୍ବର୍ଣ୍ଣମୁଦ୍ରାର ସନ୍ଧାନ ଆରମ୍ଭ କଲା ଭାରତ